ଚିତ୍ତରଞ୍ଜନ ମୃତ୍ୟୁ ଘଟଣା : ପୁରୀରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଡିସେମ୍ବର ୧୬ରେ ଗଡ଼ମୁର୍ଗଶିରା ଯାଇ ଅନୁଧ୍ୟାନ କରିବେ ଅଧିକାରୀ ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ (୨୨)ଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୁରୀରେ ପହଞ୍ଚିଛି। ଏହି ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁରୀରେ ପହଞ୍ଚିବା ପରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ପୁରୀ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ପୁଲିସ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ପ୍ରଦାନ କରିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ … Continue reading ଚିତ୍ତରଞ୍ଜନ ମୃତ୍ୟୁ ଘଟଣା : ପୁରୀରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌